10.2 C
New York
Wednesday, October 28, 2026

Buy now

ଯୋଗଦିଅନ୍ତୁ
ଆମର ଚ୍ୟାନେଲରେ ଯୋଗଦିଅନ୍ତୁ, ସମ୍ବାଦଦାତା ହୋନ୍ତୁ ଏବଂ ID କାର୍ଡ ଓ ନିଯୁକ୍ତି ପତ୍ର ପାଆନ୍ତୁ। ଆବେଦନ କରନ୍ତୁ

ସ୍ମାର୍ଟ ମିଟର ର ଦାଦାଗିରି

ଭୁବେନଶ୍ୱର -ODT 26/9/26-(SUKANTI )ଟାଟା କମ୍ପାନୀ ସ୍ମାର୍ଟ ମିଟର ଲଗାଇ ଆମ ମାନଙ୍କ ଚୁଟି ତା ହାତରେ. ରଖି ଛି. ବିନା ନୋଟିସ ରେ online ବିଦୂତ କାଟି ଦେଉଛି. ଓଡିଶାରେ ବହୁ ଗ୍ରାହକ ଏଭଳି ଶୋଷଣ ର ଶିକାର ହେଉଥିଲେ ମଧ୍ୟ ଏ ଖବର ସାମ୍ନା କୁ ଆସୁନଥିଲା. ବିଦ୍ୟାଳୟ ରେ ଲାଗି ଥିବା ସ୍ମାର୍ଟ ମିଟର ତାର ରୂପ ଦେଖାଇଲା ଛାତ୍ର ଛାତ୍ରୀ ଆନ୍ଦୋଳନ କଲେ ଫଳରେ ସ୍ମାର୍ଟ ମିଟର କଳାକାରନାମା ପଦାକୁ ଆସିଲା. ଟାଟା ତ ମନମାନି କରୁଛି ଯା ଉପରେ ସରକାର ଙ୍କ କୌଣସି ଅଙ୍କୁଶ ନାହିଂ. ଅନ୍ୟ ଦୃଷ୍ଟି ରୁ ଦେଖିଲେ ସ୍ମାର୍ଟ ମିଟର 3ମାସ ବିଲ ନବୁଝାଇଲେ ବିଦୂତ କାଟିଦେବେ! ଦୀର୍ଘ 3ମାସ ବିଲ ବୁଝା ଗଲା ନାହିଂ କଣପାଇଁ. ସେଥି ପାଇଁ ଦାୟି କିଏ???? ପିଲା ମାନେ ରାଜ ରାସ୍ତା କୁ ଆସିବା ପାଇଁ ଦାୟି କିଏ???www.odishadarpantv.in

ODISHA DARPAN TV
ODISHA DARPAN TVhttp://wwww.odishadarpantv.in
Odishadarpantv as a news portal. Crime, political, sports, social, investigated news published.

ସମ୍ବନ୍ଧିତ ଖବର

LEAVE A REPLY

Please enter your comment!
Please enter your name here

- Advertisement -spot_img

ନବୀନତମ ସମାଚାର